Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମହୁ ମାଛି🐝 ଆକ୍ରମଣରେ ପର୍ଯ୍ୟଟକ ଆହତ ;ନନ୍ଦନକାନନ ପ୍ରାଣୀଉଦ୍ୟାନ

  


12/03/2021


ଭୁବନେଶ୍ୱର 📌


Editor by/- Srinibash Rout

ମହୁମାଛି ଆକ୍ରମଣରେ ପର୍ଯ୍ୟଟକ ହେଲେ ଆହତ । ଗୁରୁବାର (୧୧/୦୩/୨୦୨୧) ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀଉଦ୍ୟାନ ଏନକ୍ଲୋଜର ନିକଟରେ ଥିବା ଏକ ଗଛରେ ମହୁମାଛି 🐝 ବସା କରି ରହିଥିଲେ ହଠାତ୍ ଉଡ଼ିବା ଆରମ୍ଭ କରିଥିଲେ ମହୁମାଛି ଉଡୁଥିବାର ଦେଖି ପର୍ଯ୍ୟଟକ ମାନେ ଭୟଭୀତ ହୋଇ ଦୌଡ଼ିବା ଆରମ୍ଭ କରିଥିଲେ । ପର୍ଯ୍ୟଟନ ମାନଙ୍କ ଗଣମାଧ୍ୟମକୁ ସୂଚନା ।


କିନ୍ତୁ ମହୁମାଛି ଛାଡ଼ି ନଥିଲା ସୂଚନା ମୁତାବକ ୧୪ ଜଣ ପର୍ଯ୍ୟଟକ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ।  ଏହି ଘଟଣାର ଖବର ପାଇ ପ୍ରାଣୀଉଦ୍ୟାନ ଗାଇଡ୍ ଏବଂ ଅନ୍ୟ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ପର୍ଯ୍ୟଟକ ମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ପ୍ରାଥମିକ ଚିକିତ୍ସା କରିଛନ୍ତି । ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଗଣମାଧ୍ୟମକୁ ଏପରି ଦୁଃଖ ଦାୟକ ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯିବ ମହୁମାଛି 🐝 ସୁରକ୍ଷା ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ଗଛ ପତ୍ର ଫୁଲ ସେମାନଙ୍କ ଘର ବାହୁଡ଼ା ଉଡ଼ି ବି ଆସୁଛନ୍ତି କିନ୍ତୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ କଡା ନଜର ରଖାଯିବ ମହୁମାଛି 🐝 ମାନଙ୍କ ଉପରେ ।


socialnewsodia.info

Post a Comment

0 Comments