Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆର୍ଥିକ ଅବସ୍ଥା ଖରାପ୍; ବନ୍ଦ୍ ହେଲା 'ବିଜୁ ଯୁବ ବାହିନୀ' ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।






13/03/2021


🌐


Editor by/- Srinibash Rout

ରାଜ୍ୟର କୌଣସି ଅଞ୍ଚଳରେ ଆଊ ଲୋକଙ୍କ ସ୍ୱାର୍ଥ ପାଇଁ କୈାଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ଆଉ କରାଯିବ ନାହିଁ । ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ହୋଇନାହିଁ ।ଏନେଇ ବିଧାୟକ ଭବାନୀ ଭୋଇଙ୍କ 

ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ସୂଚନା ଦେଇଛନ୍ତି :

ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ମନ୍ତ୍ରୀ କହିଛନ୍ତି ଯେ, ‘ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ଆର୍ଥିକ ଅବସ୍ଥା ଏବେ ବହୁତ ଖରାପ୍ । ଅର୍ଥ ଅଭାବରୁ ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ ।



_________________________

www.socialnewsodia.info

Post a Comment

0 Comments