14/03/2021
🌍
Editor by/- Srinibash Rout
କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ🎓 ରବିବାର (୧୪/୦୩/୨୦୨୧) ରାଜ୍ୟ ବାସୀଙ୍କୁ ସମ୍ବୋଧନ । କହିଲେ- ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି, କିନ୍ତୁ ଆତ୍ମସନ୍ତୋଷ ଠିକ୍ ନୁହେଁ, ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ; ସତର୍କ ରୁହନ୍ତୁ କରୋନା ଭାଇରସ ମହାମାରୀ ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ଅଛି । କରୋନା ନିୟନ୍ତ୍ରଣରେ WHO ଓଡ଼ିଶା ରାଜ୍ୟ କୁ ପ୍ରଶଂସା କରିଛି । ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟ ପ୍ରଦେଶରେ ସ୍ଥିତି ବିଗିଡ଼ିଛି; ମହାରାଷ୍ଟ୍ରରେ ସଂକ୍ରମଣ ପାଇଁ ପୁଣି ଥରେ ଲକଡାଉନ ଫେରିଛି ।
Socialnewsodia.info
0 Comments