'


29/03/2021


କଟକ 📌


Chief Reporter & Editor/- Srinibash Rout

ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ; ସୋମବାର ( ୨୯/୦୩/୨୦୨୧) ସକାଳୁ ସକାଳୁ କଟକ ବକ୍ସିବଜାର ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛନ୍ତି; ଅନୁତାପ ସହ ଅନେକ ଓଡ଼ିଆ ହିଟ୍ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଥିଲେ; ନିଦ ଭରା ରାତି...ଭଳି ଲୋକପ୍ରିୟ ଗୀତର ସଂଗୀତ ନିର୍ଦ୍ଦେଶକ ଥିଲେ; ‘ହୀରା ମୋତି ମାଣିକ’ ଫିଲ୍ମର ନିର୍ଦ୍ଦେଶନା ବି ଦେଇଥିଲେ ।





www. socialnewsodia.info