23/03/2021


ଭୁବନେଶ୍ୱର📌


Editor by/- Srinibash Rout 

ମାଡ଼ି ଆସୁଛି ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷିବ ନିଆଁ । ଜଳିବ ସାରା ଓଡ଼ିଶା । ଉତ୍ତରରୁ ପଶ୍ଚିମ, ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ସବୁଠି ବହିବ ତତଲା ପବନ । ଛଟପଟ କରିବ ଜନଜୀବନକୁ । ଗରମ ଏମିତି ବଢ଼ିବ ଯେ, ଆସନ୍ତା ୨୪ ତାରିଖକୁ ଭୁବନେଶ୍ୱର ତାପମାତ୍ରା ୪୧ ଓ ୨୬ ତାରିଖକୁ ୪୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିପାରେ । ଏଥିରୁ ଅନୁମାନ କରାଯାଇପାରେ, ରାଜ୍ୟକୁ କିଭଳି ଗ୍ରୀଷ୍ମ ପ୍ରବାହ ମାଡ଼ି ଆସୁଛି ।



www.socialnewsodia.info