23/03/2021
ବାଲେଶ୍ବର📌
Editor by/- Srinibash Rout
ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ସ୍ନେହ,ମମତା ଏବଂ ଭାତ୍ରୁଭାବ ଭରା ହୃଦୟରେ ସେ ନିଜ କର୍ମଭୂମି ମାହାଙ୍ଗା ରେ ଯେପରି ଘରେ ଘରେ ପରିଚିତ ଏବଂ ଭଲ ପାଇବା ମାନ୍ୟବର ମନ୍ତ୍ରୀ ଙ୍କୁ ମିଳୁଅଛି ,ଠିକ୍ ସେହିପରି ସମଗ୍ର ବାଲେଶ୍ଵର ଜିଲ୍ଲାର ସମସ୍ତ ପରିବାର ଙ୍କ ପାଖରେ ମାନ୍ୟବର ମନ୍ତ୍ରୀ ସେମାନଙ୍କ ପରିବାରର ଜଣେ ସଦସ୍ୟ ବୋଲି ବାଲେଶ୍ଵର ଜିଲ୍ଲା ବାସୀ କୁହନ୍ତି । ବିଜୁ ଜନତା ଦଳର ସଂଗଠନ କୁ ଅଧିକ ରୁ ଅଧିକ ମଜ୍ ବୁତ୍ କରିବାର ଶତ ପ୍ରତିଶତ ପ୍ରୟାସ ଏବଂ ରାଜ୍ୟରେ କର୍ମବୀର ମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟ ଦକ୍ଷତା ର ପରାକାଷ୍ଠା ପାଇଁ ବାଲେଶ୍ବର ଜିଲ୍ଲା ବିଜୁ ଜନତା ଦଳ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କୁ ଏହି ପରିପ୍ରେକ୍ଷୀରେ ସୋମବାର (୨୨/୦୩/୨୦୨୧ ) ‘ଧନ୍ୟବାଦ୍ ଉତ୍ସବ’ କାର୍ଯକ୍ରମର ଆୟୋଜନ କରି ଭବ୍ୟ ସମ୍ବର୍ଦ୍ଧନା କରିବା ସହ ଭୂୟସୀ ପ୍ରଶଂସା କରିଅଛନ୍ତି । ଏହି ଅବସରରେ ଉପସ୍ଥିତ ଥିଲେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା,ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅରୁଣ ଦେ,ବହୁ ଜିଲ୍ଲା ସ୍ତରୀୟ,ବ୍ଲକ ସ୍ତରୀୟ ଏବଂ ପଞ୍ଚାୟତ ସ୍ତରୀୟ ନେତୃମଣ୍ଡଳୀ,ଛାତ୍ର,ମହିଳା, ସଂଖ୍ୟାଲଘୁ ର ସଂଗ୍ରାମୀ କର୍ମୀ ମାନେ ଏବଂ ଜିଲ୍ଲାର ହଜାର ହଜାର ସଂଖ୍ୟାର ବିଜୁ ଜନତା ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ହୃଦୟରୁ ଭଲ ପାଉଥିବା ବାଲେଶ୍ଵର ଜିଲ୍ଲାର ଜନସାଧାରଣ ପାଖରେ ଭରି ରହିଛି । ଏଭଳି କହିଛନ୍ତି ବାଲେଶ୍ଵର ବାସୀ ବାଲେଶ୍ଵର ଜିଲ୍ଲାର ବିକାଶ କୁ ତ୍ଵରାନିତ କରିବା ଅର୍ଥାତ୍ ଜିଲ୍ଲାକୁ ସମଗ୍ର ରାଜ୍ୟରେ ୧ ନମ୍ବର ବିକାଶ ମୂଳକ ଜିଲ୍ଲା ଭାବରେ ଗଢି ତୋଳିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓 ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଗରିବ, ଖଟିଖିଆ, ଦିନ ମଜୁରିଆ, ଭୂମିହୀନ, ଅସହାୟ ପରିବାରର ଲୋକଙ୍କ ସାଥୀ ।
www. socialnewsodia.info
0 Comments