Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସୌମ୍ୟରଞ୍ଜନ ପଟ୍ଟନାୟକ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ମୁହାଁମୁହିଁ;💧 ପାନୀୟ ଜଳ ପ୍ରକଳ୍ପରେ ବାହାର ଲୋକଙ୍କୁ କାମ ଦେବା ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ ଉଠାଇଲେ ପ୍ରଶ୍ନ କଲେ ଅସନ୍ତୋଷ ପ୍ରକାଶ ।

 


30/03/2021


🌍


Editor by/- Srinibash Rout

ଦୁଇଦିନର ବିରତି ପରେ ମଙ୍ଗଳବାର ( ୩୦/୦୩/୨୦୨୧) ପୁଣି ଚାଲିଥିଲା ବିଧାନସଭା ବଜେଟ ଅଧିବେଶନ ।ପ୍ରଶ୍ନକାଳରେ ଜଙ୍ଗଲ ପରିବେଶ, ପଞ୍ଚାୟତରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରମ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ହେଇଥାନ୍ତା ଆଲୋଚନା ।ହେଲେ ବିଧାସଭାରେ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି ।ମେଗା ପ୍ରକଳ୍ପ ମାଧ୍ୟମରେ ୪ଟି ପର୍ଯ୍ୟାୟରେ ଘରକୁ ଜଳ ଯୋଗାଣ କଥା କହୁଛନ୍ତି । ଏଥିରୁ କାହିଁ ଗୋଟିଏ ପର୍ଯ୍ୟାୟର କାମରେ ଓଡିଆ ଲୋକ କାମ ପାଉନାହାଁନ୍ତି : ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାରେ ପ୍ରଶ୍ନ ❓ ଉଠାଇବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ ।  ସରକାର ଏଭଳି ମାପଦଣ୍ଡ କରିଛନ୍ତି ଯେ, ଓଡ଼ିଆ ଲୋକଙ୍କୁ କାମ ମିଳୁନଥିବା ସେ କହିଛନ୍ତି ।ଓଡ଼ିଆ ଲୋକଙ୍କୁ  ସୁଯୋଗ ମିଳୁଥିବା ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇଛନ୍ତି ।୫୦ କୋଟି ଭିତରେ ହେଉଥିବା କାମ ଓଡ଼ିଶା ଲୋକ ପାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ୫୦ କୋଟି ଉପରକୁ କାମ ପାଇଁ ଯେଉଁ ସଂସ୍ଥା ଯୋଗ୍ୟ ହେବ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ସମସ୍ତ ସୁଯୋଗ ସୁବିଧା ରାଜ୍ୟ ବାସୀ ହାତ ମୁଠାରେ ପାଇବେ । ସହରାଞ୍ଚଳର ଗଳିକନ୍ଦିରେ ସ୍ବଚ୍ଛ ପାନୀୟ ଜଳର କିଛି ସମସ୍ୟା ନାହିଁ । ସହର ସାହି ଗଳିକନ୍ଦିରେ ୨୪×୭ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଉଛି । ପାଉଛନ୍ତି ସହରବାସୀ ସ୍ବଚ୍ଛ ପରିବା ପାଣି 💦( drinking water supply ) ଜଳ ହିଁ ଜୀବନ ।



www. socialnewsodia.info

Post a Comment

0 Comments