Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୁରୁଣା ଟ୍ରାନ୍ସଫର୍ମ ଚୋରି କରୁଥିବା ଦୁଇଜଣ ଯୁବକଙ୍କୁ କାବୁ କଲେ ଧାନଦିଆ ଗ୍ରାମବାସୀ

 



ରାଜନଗର ॥ ୨୦/୦୩/୨୦୨୧

  ମୁଖ୍ୟ ସମ୍ଫାଦକ :   ମାଧବାନନ୍ଦ ସ୍ଵାଇଁ

କେନ୍ଦ୍ରାପଡା ଜିଲ୍ଲ  ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଅନ୍ତର୍ଗତ ଧାନଦିଆ ଗ୍ରାମରେ ଆଜି ସନ୍ଧ୍ୟା ୭ଟା ସମୟରେ  ଧାନଦିଆ ଗ୍ରାମଠୁ ୫୦୦ମିଟରେ ଥିବା ଚାଷ ଜମିକୁ ଜଳସେଚନ କରାଯାଉଥିବା ପମ୍ଫ ହାଉସ ପାଖରେ ଥିବା ପୁରୁଣା ଟ୍ରାନ୍ସଫର୍ମକୁ  ଦୁଇଜଣ ଯୁବକ ତାଡିକି ନେଉଥିବା ସମୟରେ ଗ୍ରାମରେ କିଛି ଯୁବକ ତାଙ୍କୁ କାବୁ କରିନେଇଥିଲେ !   ଯୁବକ ଘର  ପଟ୍ଟାମୁଣ୍ଡାଇରୁ ବୋଲି ଜଣା ପଡିଛି ।  ଏହି ଯୁବକଙ୍କ ପାଖରୁ  ଗୋଟେ କଳଙ୍କି ଖଣ୍ଡାକୁ ଜବତ କରିଛନ୍ତି ଗ୍ରାମବାସୀ !  କିନ୍ତୁ କିଛି ଗ୍ରାମବାସୀମାନେ ଏହି ଯୁବକଙ୍କୁ ପିଲାଚୋର ବୋଲି ଭାବିଥିଲେ ।  ଏହି ଯୁବକଙ୍କୁ ଗ୍ରାମବାସୀମାନେ ମାଡ ମଧ୍ୟ ମାରିଥିବା ଜଣାପଡିଛି ।  

ଗ୍ରାମବାସୀ ପୋଲିସକୁ ଖବର ଦେବାର  ଦିର୍ଘ ୧ଘଣ୍ଟା ଭିତରେ ପୋଲିସ୍ ପହଞ୍ଚି ଦୁଇ ଯୁବକଙ୍କୁ ନିଜ ହେପାଜେତ କୁ ନେଇଥିଲେ !


Post a Comment

0 Comments