Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ‘ଯୁବ ଆକ୍ରୋଶ ସମାବେଶ’; ଦରଦାମ୍ ବୃଦ୍ଧି, ତୈଳଦର ବୃଦ୍ଧି, ବେରୋଜଗାରି, ଆଇନଶୃଙ୍ଖଳା ପ୍ରତିବାଦରେ ସମାବେଶ କରାଯାଇଛି ।

 




25/03/2021


🌍


Editor by/- Srinibash Rout

ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଏହି ସମାବେଶ । ଗୁରୁବାର (୨୫/୦୩/୨୦୨୧) ଭୁବନେଶ୍ବର ଲୋୟର PMGଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ବିଶାଳ ସମାବେଶ। ନିଯୁକ୍ତି ଦାବି, ତୈଳ ଦର ବୃଦ୍ଧି ,କୃଷି ଏବଂ ଦୁର୍ନୀତି ସମସ୍ୟାକୁ ନେଇ ପ୍ରତିବାଦରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମାବେଶରେ କଟକ ବାରବାଟି ବିଧାୟକ ଇଞ୍ଜିନିୟର ମହମ୍ମଦ ମୁକିମ୍ , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ , ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମେତ ବହୁ କର୍ମୀ ଏବଂ ନେତା ସାମିଲ ହୋଇଛନ୍ତି ।ଆସନ୍ତା ଦିନରେ କଂଗ୍ରେସ ସରକାର କରିବା ନିଶ୍ଚିତ ହେବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ଠକିଛନ୍ତି।ବେରୋଜଗାର, କୃଷି ଏବଂ ଦୁର୍ନୀତି ସମସ୍ୟାକୁ  ବିଜେଡି ସମାଧାନ କରିବାର ସମୟ ଆସିଛି। ଏଭଳି କିଛି ଭାଷଣ ଗରିବ _ଅନାଥ _ଅସହାୟ_ ଭୂମିହୀନ _ବାସହରା _ଖଟିଖିଆ ଲୋକର ମନମୁଗ୍ଧକ କରିନେଇଛି ।



www. socialnewsodia.info

Post a Comment

0 Comments