17/03/2021


🌍


Editor by/- Srinibash Rout

୧୯୭୭ ବ୍ୟାଚ୍ ର ଅବସରପ୍ରାପ୍ତ IAS officer ପ୍ରଦିପ କୁମାର ସିହ୍ନା ସ୍ବତନ୍ତ୍ର ଡ୍ୟୁଟି (OSD) ରେ ଜଣେ ଅଧିକାରୀ ଭାବରେ କିଛି ଦିନ କାର୍ଯ୍ୟ କରିବା ପରେ ସେପ୍ଟେମ୍ବର ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ସିହ୍ନା ଶକ୍ତି ମନ୍ତ୍ରଣାଳୟରେ ମଧ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ସେ କୌଣସି ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡିଥିବା କୁହାଯାଉଛି। ମଙ୍ଗଳବାର (୧୬/୦୩/୨୦୨୧) ବିଶେଷ ସୂତ୍ରରୁ ପ୍ରକାଶ ।



www. socialnewsodia.info