16/03/2021


ପୁରୀ📌


Editor by/- Srinibash Rout

ପୁରୀ ବସ୍‌ଷ୍ଟାଣ୍ଡରେ ଘଟିଛି ଅଗ୍ନିକାଣ୍ଡ । ସୋମବାର (୧୫/୦୩/୨୦୨୧) ଅପରାହ୍ନରେ ବସ୍ ଷ୍ଟାଣ୍ଡ୍ ରେ ଠିଆହୋଇ ରହିଥିବା ୪ ଟି ବସ ରେ ଲାଗିଛି ନିଆଁ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ କରିଛନ୍ତି  ଆୟତ୍ତ । ଶାରଳା,ଭୁବନେଶ୍ବରୀ,ମା ଜୟଦୁର୍ଗା ଓ ସେଭ୍‌ ହିମାଦ୍ରୀ ନାମକ ୪ଟି ବସ୍‌ ନିଆଁରେ ଜଳିଯାଇଥିବା ସୂଚନା ମିଳିଛି।



www. socialnewsodia.info