Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଦଣ୍ଡନାଚ ହେବ ୨ଶହ ଲୋକଙ୍କୁ ନେଇ; Covid-19 🦠 ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରସାଶନର ନିର୍ଦ୍ଦେଶ ।

 



16/03/2021


ଗଞ୍ଜାମ 📌


Editor by/- Srinibash Rout

ଦଣ୍ଡନାଚ ହେବ ଗଞ୍ଜାମ ଜିଲ୍ଲାରେ । ସର୍ବାଧିକ ୨ଶହ ଲୋକଙ୍କୁ ନେଇ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା କରୋନା ମହାମାରୀ ପାଇଁ ସମ୍ପୁର୍ଣ୍ଣ ପଡ଼ିଲା ଫିକା । ନାଚ ,ଗୀତ, ମେଲୋଡି ସମ୍ପୂର୍ଣ ବନ୍ଦ୍। ଠିକ୍ ସେହିପରି କୈାଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ଭୋଜି ଭାତ ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ । କେବଳ ସ୍ଥାନୀୟ କଳାକାର ମାନଙ୍କୁ ନେଇ ହେବ ଦଣ୍ଡନାଚ। ବାହାର ଜିଲ୍ଲାର ଦର୍ଶକ ଏବଂ କଳାକାର ମାନଙ୍କୁ ଆସିବାକୁ ମନା ।ଆୟୋଜନ କରୁଥିବା ସଙ୍ଗଠନ ମାନଙ୍କୁ ପ୍ରଶାସନର ନିର୍ଦ୍ଦେଶ କରୋନା ଭାଇରସ ମହାମାରୀ ସମ୍ପର୍କରେ ନାଚ ମଝିରେ ମଝିରେ ଦର୍ଶକ ମାନଙ୍କୁ ସଚେତନ କଲାପଳି ଦୃଶ୍ୟ ପରିବେଷଣ କରିବେ ।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମସ୍ତ ସୂଚନା ।

ନିମ୍ନ ଲିଖିତ କଟକଣା ସହ ଦଣ୍ଡ ନାଚରେ ମୁକ୍ତ ମଞ୍ଚ ନାଟକ ପରିବେଷଣ ଅନୁମତି 

----------------------------------------

0୧ - 60w ଭିତରେ ସାଉଣ୍ଡ  ।


0୨ - ରାଜ୍ୟ ବାହାର କିମ୍ବା ପ୍ରବାସୀ ଓଡ଼ିଆ କଳାକାରଙ୍କୁ ଅଗ୍ରାହ୍ୟ ।


0୩ - ମେଲୋଡି କିମ୍ବା ଗ୍ରୁପ୍ ଡାନ୍ସ ପାଇଁ ସଂପୂର୍ଣ୍ଣ ବାରଣ । ଅବଶ୍ୟ ବହିର ଆବଶ୍ୟକ ନେଇ ନାଟକ ଭିତରେ ହୋଇ ପାରିବେ ।


0୪ - ଅଶ୍ଳିଳ ନୃତ୍ୟ ସଙ୍ଗୀତ ରହିବନି ।


0୫ - ନାଟକ ପ୍ରାରମ୍ଭରେ ଓ ମଝିରେ ମଝିରେ କରୋନା ସଚେତନ

                                          ଧର୍ମି ଦୃଶ୍ୟ ପରିବେଷଣ ହେବ ।


www. socialnewsodia.info

Post a Comment

0 Comments