Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବିଦ୍ୟୁତ୍‍ ଦର ବଢ଼ିଲା; ଏପ୍ରିଲ୍‍ ୪ରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha Electricity Regulating Commissioner) ପକ୍ଷରୁ ନିଷ୍ପତ୍ତି ନିଆଯାଇନଥିବା ସୂଚନା ।

 


28/03/2021


🌍


Editor by/- Srinibash Rout

ବିଦ୍ୟୁତ ସେବାର ସଦ୍ ଉପଯୋଗ ବନ୍ଦ୍ କରନ୍ତୁ । ବିଦ୍ୟୁତ ଦର ବଢ଼ିଲା।କିଲୋ ୱାଟ୍‍ ପିଚ୍ଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି।କିନ୍ତୁ  ବିପିଏଲ୍‍ (BPL) ଓ ଜଳସେଚିତ ଗ୍ରାହକଙ୍କ ପାଇଁ ତାରିଫ ପୂର୍ବପରି ଅପରିବର୍ତ୍ତିତ ରହିବ। ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଏପ୍ରିଲ୍‍ ୪ରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha Electricity Regulating Commissioner) ପକ୍ଷରୁ ନିଷ୍ପତ୍ତି ନିଆଯାଇନଥିବା ସୂଚନା।


ପ୍ରଥମ ୫୦ ୟୁନିଟ୍‍ (Unit) ପାଇଁ ୟୁନିଟ୍‍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୧ ରୁ ୧୦୦ ୟୁନିଟ୍‍ ପାଇଁ ୪.୮୦ଟଙ୍କା, ୨୦୧ ରୁ ୪୦୦ ୟୁନିଟ୍‍ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟ୍‍ରୁ ଅଧିକ ହେଲେ ୟୁନିଟ୍‍ ପିଚ୍ଛା ଦର ୬.୨୦ ଟଙ୍କାକୁ ବୃଦ୍ଧି କରାଯାଇଛି।


www. socialnewsodia.info

Post a Comment

0 Comments