25/04/2021
ସୁନ୍ଦରଗଡ଼📌
EDITOR BY/- Srinibash Rout
ବରିଷ୍ଠ ବି.ଜେ.ପି ନେତା ଜୁଏଲ ଓରାମ କରୋନା ପଜିଟିଭ ଚିହ୍ନଟ ।ଏଥିସହ ବିଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି । ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ଶନିବାର (୨୪/୦୪/୨୦୨୧) ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। ସାଂସଦ ସୁନ୍ଦରଗଡ଼ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ବି.ଜେ.ପି ନେତା ଜୁଏଲ ଓରାମ ।
WWW. SOCIALNEWSODIA.INFO
0 Comments