23/04/2021
ଯାଜପୁର 📌
EDITOR BY/- Srinibash Rout
ଓଡ଼ିଶାରୁ ବିଶାଖାପାଟଣା ଓ ପୁଣେ ଗଲା ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ।କରୋନାରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବିଶାଖାପାଟଣା ଏବଂ ପୁଣେକୁ ଶୁକ୍ରବାର (୨୩/୦୪/୨୦୨୧) ଓଡିଶାରୁ ଆଉ ଦୁଇଟି ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଯାଇଛି। ସକାଳେ ଯାଜପୁରର ଏକ ଇଣ୍ଡଷ୍ଟ୍ରିଆଲ୍ ୟୁନିଟରୁ ୨ଟି ଟ୍ୟାଙ୍କର୍ ବିଶାଖାପାଟଣା ଏବଂ ପୁଣେକୁ ପୋଲିସ ଏସ୍କର୍ଟରେ ସ୍ବତନ୍ତ୍ର କରିଡ଼ର ଦେଇ ପଠାଯାଇଛି ।
ଗତକାଲି ଗୁରୁବାର (୨୨/୦୪/୨୦୨୧) ମଧ୍ୟ ଅନୁଗୁଳରୁ ବିଶାଖାପାଟଣାକୁ ଯାଇଥିଲା ଅକ୍ସିଜେନ ଟ୍ୟାଙ୍କର୍ ।
WWW. SOCIALNEWSODIA.INFO
0 Comments