06/04/2021
କଟକ 📌
Chief Reporter & Editor/- Srinibash Rout
Commissionerate Police କର୍ତ୍ତବ୍ୟ ସଦା ସର୍ବଦା ଉନ୍ନତ ମାନର। ସମସ୍ତ ଅଭିଯୋଗର ଉଚ୍ଚସ୍ତରୀୟ ସମୀକ୍ଷା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ କମିଶନରେଟ୍ ପୋଲିସ୍। କିଛି ଦିନ ହେବ ବିଭିନ୍ନ ଅପରାଧ ଘଟାଇଥିବା ଅପରାଧୀଙ୍କୁ ଗିରଫ କରିବାହେଉ କି ଅପ ମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରୁଥିବା ଅସାମାଜିକ ମାନଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ସୁନାମ ଅର୍ଜନ କରିଛି କମିଶନରେଟ ପୋଲିସ୍।
ଅନ୍ୟାୟ _ ଅତ୍ୟାଚାର ଆଉ ଚଲିବ ନାହିଁ। ସୋମବାର (୦୫/୦୪/୨୦୨୧) କଟକ ଜିଲ୍ଲା ଅନ୍ତର୍ଗତ ଏକ ଘରୋଇ ହସ୍ପିଟାଲ୍ ସିଲ୍ କରିଛି କମିଶନରେଟ ପୋଲିସ୍। ଏସସିବି ବଡ଼ ମେଡିକାଲରୁ ଦଲାଲଙ୍କଦ୍ୱାରା ରୋଗୀଙ୍କୁ ଆଣି ହସ୍ପିଟାଲ୍ ଅନ୍ନପୂର୍ଣ୍ଣା ନର୍ସିଂହୋମରେ ଭର୍ତି କରାଇବା ।ରୋଗୀ ସହିତ ଖେଳ ଖେଳି ମାରିଦେବା ମରିଗଲା ପରେବି ଚିକିତ୍ସା କରାଇ ଅଧିକ ଟଙ୍କା ମାଗିବା ।
ଅଭିଭାବକ ବା ରୋଗୀଙ୍କ ସହଯୋଗୀଙ୍କୁ ମାନସିକ ଶାରୀରିକ ନିର୍ଯ୍ୟାତନା ଦେବା ଘରୋଇ ହସ୍ପିଟାଲ କୁ ପଡ଼ିଲା ମହଙ୍ଗା। ଏହି ସମସ୍ତ ଅଭିଯୋଗକୁ ଭିତ୍ତି କରି ମଙ୍ଗଳାବାଗ ପୋଲିସ ଉକ୍ତ ନର୍ସିଂହୋମକୁ ସିଲ କରିବା ସହ ଆଇସିୟୁ ଇନଚାର୍ଜ ଓ ମ୍ୟାନେଜରଙ୍କୁ ଗିରଫ କରିଛନ୍ତି ।ବିଲେଇ ଆଖି ବୁଜି ଆଖି ପିଉ ଥିଲା ।
www. social news odia.info
0 Comments