23/04/2021



ଭୁବନେଶ୍ୱର 📌


EDITOR BY/- Srinibash Rout

କରୋନା ଭଳି ମହାମାରୀ ସମୟରେ ସାରା ଦେଶରେ ବଢ଼ିଲାଣି ଚିନ୍ତା । କିପରି ଏହାକୁ ରୋକିହେବ ସେନେଇ ଉଦ୍ୟମ ଜାରି ରହିଥିବା ବେଳେ, ଚିନ୍ତା ବଢ଼ାଇଲାଣି ଅକ୍ସିଜେନ୍ ସଙ୍କଟ । ଦେଶର ବିଭିନ୍ନ ରାଜ୍ୟର ମେଡିକାଲରେ ଅକ୍ସିଜେନର ଅଭାବ ଦେଖାଦେଲାଣି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, କିପରି ରୋଗୀଙ୍କୁ ଅକ୍ସିଜେନ୍ ମିଳିବ ସେନେଇ ଚେଷ୍ଟା ଜାରି ରହିଛି । ଏଭଳି ସ୍ଥିତିରେ ସଙ୍କଟର ସାଥୀ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଥିବା ମହାରାଷ୍ଟ୍ରକ/ଦିଲ୍ଲୀ ରାଜ୍ୟ ସରକାରଙ୍କୁ ଯୋଗାଇଛନ୍ତି ଅକ୍ସିଜେନ୍ ।ସାରା ଦେଶରେ କରୋନା ସାଂଘାତିକ ରୂପ ନେଉଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଇଛନ୍ତି ନିଜର ବଦାନ୍ୟତା ।ଅକ୍ସିଜେନ୍ ଯୋଗାଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର । ସେହିପରି ଦିଲ୍ଲୀ ସରକାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓 ଆମରି ପ୍ରିୟ ଦୁଃଖ ର ପ୍ରକୃତ ବନ୍ଧୁ ଦଇବ ର ଭଗବାନ  ଓଡ଼ିଶା ମୁଖ୍ୟମନ୍ତ୍ରୀ Naveen Patnaik .



WWW. SOCIALNEWSODIA.INFO