07/04/2021



ଭୁବନେଶ୍ୱର 📌


Editor by/- Srinibash Rout

ବର୍ତ୍ତମାନ ସମୟରେ ବଢୁଥିବା କରୋନା ମହାମାରି ସଂକ୍ରମଣକୁ ନଜର ରେ ରଖି ବୁଧବାର (୦୭/୦୪/୨୦୨୧) ସଖାଳ 6.30am ରୁ  8.30am ପଯ୍ୟନ୍ତ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ ଓ ବିଶ୍ୱାସ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଶିଶୁ ଭବନ ଛକ ପାଖରୁ ରାଜମହଲ ଛକ ପଯ୍ୟନ୍ତ ସାଇକେଲ ରାଲି ଓ ପଦଯାତ୍ରା ଦ୍ୱାରା ଏକ ନିଆରା କରୋନା ସଚେତନତା କାଯ୍ୟକ୍ରମ କରାଯାଇଥିଲା। ଏହି କାଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଙ୍କୁ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା, ହ୍ୟାଣ୍ଡ ୱସ କରିବା, ଭିଡ଼ ନ ଯମେଇବା, ଦରକାର ନ ଥିଲେ ବାହାରେ ନ ବୁଲିବା, ବାହାରେ ଛେପ ଖଙ୍କାର ନ ପକେଇବା ଉପରେ ସଚେତନତା ଓ ସ୍ଲୋଗାନ ମାଧ୍ୟମରେ ଅନୁରୋଧ କରିଥିଲେ ।


ଏହି କାଯ୍ୟକ୍ରମ ରେ ଯୋଗଦାନ ଦେଇ ଏହାକୁ ସଫଳ କରିବାରେ ଦୁଇଟି ଅନୁଷ୍ଠାନ ତରଫରୁ ଶୁଭକାନ୍ତ ସାମଲ, ଉର୍ମିଳା ପତି, ବି. ଶିବୁ ଆଚାର୍ଯ୍ୟ, ସୁଜିତ ପତି, ସତ୍ୟ ରଞ୍ଜନ ସାହୁ, ସୁଶାନ୍ତ ପଟ୍ଟନାୟକ, ସସ୍ମିତା ସାମଲ, ପୁଷ୍ପଲତା ରାଉଳ, ସୁବାସିନୀ ନାୟକ, ସୁପ୍ରଭା ସାହୁ, ସାନଭି ପ୍ରିୟା ସାମଲ, ଲଷ୍ମୀପ୍ରିୟା ବେହେରା, ରଂଜିତ, ରବି ଓ ଅନ୍ୟମାନେ ଯୋଗଦାନ କରି ଏହି କାଯ୍ୟକ୍ରମ କୁ ସଫଳ କରିଥିବା ଜୟ _ସମାଜ ଶୁଭାକାନ୍ତ ସାମଲ ଅଧ୍ୟକ୍ଷ, ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଗଣମାଧ୍ୟମକୁ ସୂଚନା  ।


www. socialnewsodia.info