16/04/2021
🌍
Editor by/- Srinibash Rout
💧•ଧୈର୍ଯ୍ୟ ଓ ସଂଯମ ସମ୍ମାନର ସହ, ଧୀରେ ଧୀରେ, ପାଣି ପିଅନ୍ତୁ💧
👤•ଗୋଟିଏ ଲୋକ ଗୋଟିଏ ଦିନରେ ସେତିକି ପାଣି ପିଇପାରିବ, ଯେପର୍ଯ୍ୟନ୍ତ, ତାର ପରିସ୍ରା ହଳଦିଆ ଲାଗି ରହୁଛି l
💧•ପରିସ୍ରା ଧଳା ହେଲେ, ଜାଣିବେ, ଶରୀରରେ ପାଣି ଠିକ ଅଛି l
💧•300 ml ରୁ ଅଧିକ ପାଣି, ଗୋଟିଏ ସମୟରେ ପିଅନ୍ତୁ ନାହିଁ l
💧•ଯଦି ଶୋଷ ହେଉଛି, 10-15ମିନିଟ ଛାଡି, ପୁଣି 300ml ପିଇପାରିବେ l
👤•ଏହା ଦ୍ୱାରା ଶରୀରରେ କଫ ନିୟନ୍ତ୍ରିତ ରହେ l
💧•ବସିକି ପାଣି ପିଇବା ଉଚିତ l ଚୌକି ଉପରେ ବସି ପିଇପାରିବେ l
💧•ସବୁବେଳେ କୁଳୁ କୁଳୁ କରି, ବା ଢୋକ ଢୋକ କରି, ବିଲକୁଲ ଆରାମରେ, ସମୟ ନେଇ, ପାଣି ପିଇବା ଉଚିତ l
👤•ଏହା ଦ୍ୱାରା ମଣିଷ କେବେବି ଅଧିକ ମୋଟା ବା ପତଳା ହୋଇନଥାଏ l
👤•କିଡ଼ନୀ ରୋଗ ପାଇଁ ବହୁତ କାମ କରେ, Dialysis ପ୍ରକ୍ରିୟାରେ ସୁଧାର ଆଣିଥାଏ l
💧•ବର୍ଷା ଦିନରେ ତମ୍ବା ପାତ୍ର,
(୨) ଶୀତ ଦିନରେ ସ୍ବର୍ଣ୍ଣର ଗୋଟିଏ ଜିନିଷକୁ, ମାଟି ପାତ୍ରରେ ପକାଇ
(୩) ଖରା ଦିନରେ ମାଟି ପାତ୍ରରେ ପାଣି ପିଇଲେ ଶରୀର ସୁସ୍ଥ ରୁହେ l
❌•ଖରାଦିନେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ
💧•ଖରାରୁ ଆସି ତୁରନ୍ତ ପାଣି ପିଇଲେ *କଫ* ରୋଗ ଦେଖାଯାଏ l
💧•ତେଣୁ ଝାଳ ଭଲ ଭାବେ ସୁଖିଲା ପରେ ପାଣି ପିଇବେ l
💧•ଶରୀରରେ କୌଣସି ଜାଗାରେ ଯନ୍ତ୍ରଣା ହେଉଥିଲେ, ଥଣ୍ଡା ପାଣି ବା ନର୍ମାଲ ପାଣି ନଦେଇ, ରୋଗୀକୁ ଉଷୁମ ପାଣି ଦେବା ଉଚିତ୍ l
💧•ଦୁର୍ଘଟଣାରେ ଶିକାର ହେଇଥିବା କୌଣସି ପ୍ରାଣୀକୁ କେବେବି ପାଣି ପିଇବାକୁ ଦେଵେ ନାହିଁ l
💧•ଏହା ଦ୍ୱାରା ପ୍ରାଣୀଟିର ଜୀବନ ଚାଲିଯାଇପାରେ l
🌱•ସବୁଠାରୁ ଭଲ ପାଣି ହେଲା ବର୍ଷା ପାଣି ତାପରେ ହିମାଳୟର ବରଫ ପାଣି ତାପରେ ଝରଣା ପାଣି ତାପରେ ନଦୀ ପାଣି ତାପରେ କୂପ ପାଣି ତାପରେ ନଳକୂପ ପାଣି ତାପରେ ପୋଖରୀ ପାଣି ତାପରେ ବ୍ଲିଚିଙ୍ଗ ମିଶା ପାଣି l
💧•ପାଣିକୁ ଚୂନ ଓ ଗୋବର ଭସ୍ମ(ପାଉଁଶ) ପକାଇ ସବୁବେଳେ ବିଶୋଧନ କରିବା ଉଚିତ l
socialnewsodia.info
0 Comments