22/04/2021
ଉତ୍ତର ପ୍ରଦେଶ📌
EDITOR BY/- Srinibash Rout
ଉତ୍ତର ପ୍ରଦେଶରେ କରୋନା ଭାଇରସ ର ମୁକାବିଲା ପାଇଁ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସରେ ମାସରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି। ମେ ୧ରୁ ଉତ୍ତର ପ୍ରଦେଶରେ ଟିକାକରଣ ଅଭିଯାନ ଆଧାରରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ। ଉତ୍ତର ପ୍ରଦେଶ କ୍ୟାବିନେଟ୍ ମଙ୍ଗଳବାର ଏହି ନିର୍ଣ୍ଣୟ ନେଇଛନ୍ତି।
WWW. SOCIALNEWSODIA.INFO
0 Comments