30/04/2021
ଦିଲ୍ଲୀ 📌
EDITOR BY/- Srinibash Rout
ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ସୋଲି ସୋରାବ୍ଜୀଙ୍କର ପରଲୋକ । କୋରୋନାରେ ଆକ୍ରନ୍ତ ଥିଲେ ସୋଲି ସୋରାବଜୀ । ୯୨ ବର୍ଷ ବୟସରେ ଦିଲ୍ଲୀରେ ଦେହାନ୍ତ । ତାଙ୍କ ପତ୍ନୀ ଓ ସେ ଉଭୟ କୋରୋନାରେ ଆକ୍ରାନ୍ତ ଥିଲେ । ତାଙ୍କ ପତ୍ନୀ କୋରୋନାରୁ ସୁସ୍ଥ ହୋଇଛନ୍ତି । ମହାନ୍ ମହାପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳୁ ଏତିକି ପ୍ରାର୍ଥନା କରୁଛି ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଆମ SOCIAL NEWS ODIA ପରିବାର ତରଫରୁ 🪔
WWW. SOCIALNEWSODIA.INFO
0 Comments