30/04/2021
କଟକ 📌
CHIEF REPORTER & EDITOR/- Srinibash Rout
ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା ।କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ନିଷ୍ପତ୍ତି । ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ କାରବାର ବନ୍ଦ ।( ୩/୦୪/୨୦୨୧ )ସୋମବାରଠାରୁ କଟକ ସହରରେ ଲାଗୁ ହେବ ସାନି କଟକଣା ।ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି C.M.C ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହିଁ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓ ପୂଜା କମିଟି ଖୋଲା ରଖିବେ ।ଅପରାହ୍ନ ୨ଟା ପରେ କେବେଳ ମେଡ଼ିସିନ ଦୋକାନ ଓ କିଛି ଜରୁରୀକାଳୀନ ସେବା ଜାରି ରହିବ ସୁଚନା ଦେଇଛନ୍ତି C.M.C କମିଶନର । ଅମାନିଆ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
WWW. SOCIALNEWSODIA.INFO
0 Comments