26/04/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ମୁଖ୍ୟମନ୍ତ୍ରୀ କହିଛନ୍ତି "ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର, ମୁ ଚାହେଁ ମୋ ପରିବାର ନିରାପଦ ରହୁ ।ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିୟମ ମାନିଲେ ହିଁ ଆମେ ମହାମାରୀ Covid-19 ଯୁଦ୍ଧ ଜିତିପାରିବା । ନିୟମ ମାନିବାକୁ ହାତଯୋଡି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତି ଜରୁରୀ ନ ହେଲେ ବାହାରକୁ ନ ବାହାରିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟ ମହାସଂକଟରୁ ଖୁବ୍ ଶୀଘ୍ର ମୁକୁଳିବ ।ରାଜ୍ୟର ସବୁ ୧୮ ବର୍ଷରୁ ୪୫ ବର୍ଷ ବୟସର ନାଗରିକଙ୍କୁ ମାଗଣା Covid-19 ଟିକା ଦେବାକୁ ରବିବାର (୨୫/୦୪/୨୦୨୧) ଅପରାହ୍ନରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ରାଜ୍ୟବାସୀଙ୍କୁ ସମ୍ବୋଧନ କରି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓ଏହି ଘୋଷଣା କରିଛନ୍ତି । ମାଗଣା ଟିକା ପାଇଁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ମାଗଣା ଚିକା ଦ୍ୱାରା ରାଜ୍ୟର ୧୮ରୁ ୪୫ ବର୍ଷ ବୟସର ୧ କୋଟି ୯୩ ଲକ୍ଷ ନାଗରିକ ଉପକୃତ ହେବେ ।



WWWW.SOCIALNEWSODIA.INFO