05/0୦୪/୨୦୨୧
🌍
Editor by/- Srinibash the
କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବୈଠକ। କରୋନା ଭାଇରସ ମହାମାରୀ ସଂକ୍ରମଣ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୦୪/୦୪/୨୦୨୧) ଅପରାହ୍ନରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ବୈଠକ କରିଛନ୍ତିି ।ଆଲୋଚନା ରାଜ୍ୟ ମାନଙ୍କରେ କିଛି ଦିନର ବ୍ୟବଧାନ ପରେ ପୁଣି ସଂକ୍ରମଣ ବଢୁଛି ସମସ୍ୟା ଚିନ୍ତା ବଢ଼ାଉଛି। ଟିକାକରଣ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ।
ସମସ୍ତେ ଟିକା ନେବା ଦରକାର । ଦେଶରେ ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର । ମହାରାଷ୍ଟ୍ର ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । ରାତି ୮ରୁ ସକାଳ ୭ ଯାଏ, ୧୧ ଘଣ୍ଟିଆ କର୍ଫ୍ୟୁ ଘୋଷଣା ହୋଇଛି । ଓଡ଼ିଶା ରାଜ୍ୟ ପରିସ୍ଥିତି ବହୁତ ଭଲ ଅଛି । ସତର୍କ ସଚେତନ କରାଇବାରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ନିଷ୍ଠାପର କର୍ତ୍ତବ୍ୟ କରୁଛି ।କରୋନା 🦠 ନିୟମ ମହାନ୍ତୁ ସୁସ୍ଥ ରୁହନ୍ତୁ। କଡ଼ାକଡ଼ି କରୋନା ନିୟମ ପାଳନ କରିବା ପାଇଁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରିସ୍ଥିତି ଦେଖି ଲକ ଡାଉନ୍, ସାଟ୍ ଡାଉନ୍, ନାଇଟୀ କର୍ଫ୍ୟୁ, ଡେ କର୍ଫ୍ୟୁ ଘୋଷଣା କରାଯିବ। ଜନଗହଳି କରନ୍ତୁ ନାହିଁ କି ଆବଶ୍ୟକ ନଥିଲେ କି କିଛି ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ । ଘର ବାହାରକୁ ଗଲେ ସାମାଜିକ ଦୂରତା ବା ଶାରୀରିକ ଦୂରତା ବଜାଇ ରଖନ୍ତୁ । ବାହାରୁ ଘରକୁ ଆସିଲେ ପରିଷ୍କାର ପରିଚ୍ଛନ୍ନ ହେବା ସହିତ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନ କିନ୍ତୁ କୋୖଣସି ଲିକୁଡି ବ୍ୟବହାର କରି ହାତ ଭଲଭାବରେ ଧୁଅନ୍ତୁ ।ମାସ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ।
www. socialnewsodia.info
0 Comments