05/04/2021



ନୂଆଦିଲ୍ଲୀ📌


Editor by/- Srinibash Rout

ଦିଲ୍ଲୀ ଏମ୍ସରେ ଭେଙ୍କୟା ନାଇଡୁ ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି ।ଚେନ୍ନାଇରେ ମାର୍ଚ୍ଚ ୧ରେ ପ୍ରଥମ ଡୋଜ୍ ନେଇଥିଲେ ଭେଙ୍କୟା ନାଇଡୁ । ରବିବାର (୦୪/୦୪/୨୦୨୧) ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।ଦେଶର କିଛି ରାଜ୍ୟରେ ନୂଆ ମାମଲା ବଢ଼ୁଥିବାରୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । Covid-19 💉 ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଲେ ସବୁ ଯୋଗ୍ୟ ଲୋକଙ୍କୁ ତୁରନ୍ତ ଟିକା ନେବାକୁ ଅନୁରୋଧ କରିଛନ୍ତି ।




www. socialnewsodia.info