18/04/2021
ଭୁବନେଶ୍ୱର 📌
EDITOR BY/- Srinibash Rout
କରୋନା ସମୟରେ I.P.S ଅରୁଣ ବ୍ରୋଥାଙ୍କ ମହାନତା। କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଯୋଗାଇବେ। ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସ୍ଥିତି ସଙ୍ଗୀନ ହୋଇପଡିଛି।
କଟକ ଓ ଭୁବନେଶ୍ୱରରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଖାଦ୍ୟ ମିଳିବ। I.P.S ଅରୁଣ ବ୍ରୋଥା SIR ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ଯେ ସଂକ୍ରମିତ ରନ୍ଧା ଖାଦ୍ୟ ପାଇଁ ସିଧାସଳଖ ମେସେଜ କରିପାରିବେ। ଟୁଇଟ୍ ମଧ୍ୟ କରିପାରିବେ। ୨ରୁ ୩ ଘଣ୍ଟା ମଧ୍ୟରେ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ।
WWW. SOCIALNEWSODIA.INFO
0 Comments