10/04/2021
କଟକ 📌
Chief Reporter & Editor/- Srinibash Rout
ଭାଇରସ ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢୁଥିବା ଯୋଗୁଁ A.C.Sଙ୍କ ନିର୍ଦ୍ଦେଶ ।କଟକ ବଡ଼ S.C.B ମେଡିକାଲ ନର୍ସିଂ କଲେଜ ହଷ୍ଟେଲ ବନ୍ଦ କରିବା ପାଇଁ। ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଆଜି ଶନିବାର (୧୦/୦୪/୨୦୨୧) ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ । ରାଜ୍ୟରେ ବଢିବାରେ ଲାଗିଛି ମହାମାରୀ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା । କଟକରେ ମୋଟ୍ ୨୯୮୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୯୩୮୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।ପୁନଃ ନିଷ୍ପତ୍ତି ଗ୍ରହଣ ନହେବା ଯାଏ ନର୍ସିଂ କଲେଜ ବନ୍ଦ ରହିବ । ମହାମାରୀ Covid-19 🦠 ଭାଇରସ ସଂକ୍ରମଣ ବଢୁଥିବା ହେତୁ କଲେଜ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ।
www. socialnewsodia.info
0 Comments