01/05/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ବିପଦର ବନ୍ଧୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ମହାମାରୀ ସମୟରେ ଦେଶ ବିଦେଶ ରାଜ୍ୟର କୋଣ ଅନୁକୋଣକୁ ସହାୟତା ହାତ ବଢ଼ାଉଛି ମୁଖ୍ୟମନ୍ତ୍ରୀ। ସମାଜର ଆଗ ଧାଡିରେ ନବୀନ ପଟ୍ଟନାୟକ। ଦିନ ନାହିଁ ରାତି ନାହିଁ ସଂଘର୍ଷ କରୁଛନ୍ତି ରାଜ୍ୟ ପାଇଁ । ଏହି ପରିପ୍ରେକ୍ଷୀରେ  ମହାମାରୀର ଦ୍ବିତୀୟ ଲହର ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମେ’ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ଶୁକ୍ରବାର (୨୯/୦୪/୨୦୨୧) ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟ ଜୀବନ ଜିବୀକାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଏହି ପଦକ୍ଷେପ। ଯାହାଫଳରେ ମେ’ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀ ମାନେ ମାଗଣାରେ ଅତିରିକ୍ତ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବେ। ଏହାଦ୍ବାରା ୧୨ ଲଷ ହିତାଧିକାରୀ ଉପକୃତ ହେବେ ।ଅତିରିକ୍ତ ଚାଉଳ ବାବଦ ସମସ୍ତ ଖର୍ଚ୍ଚ ନବୀନ ପଟ୍ଟନାୟକ 🎓 ବହନ କରିବେ । ଓଡ଼ିଶା ଓଡ଼ିଆ ପରିବାରର ପରିଚୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ । ଗରିବ _ ଖଟିଖିଆ _ ଦିନ/ମଜୁରିଆ _ ବାସହରା _ ଭୂମିହୀନ ପରିବାର ଅଣ୍ଟାର ବଳ  ନବୀନ ପଟ୍ଟନାୟକ । ବିକାଶର ନୂଆ ଧାରା ସୃଷ୍ଟି ହେଉଛି । ଅଚିହ୍ନା ଅଜଣା ମାରାତ୍ମକ ମହାମାରୀ କରୋନା ଭାଇରସ ବାଧକ ସାଜିଲା ସାଜିଛି। କାହାଣୀ ରଚିଲା ରଚୁଛି । ନିୟମ କଡ଼ାକଡ଼ି ପାଳନ କରିବା ବାଧ୍ୟତାମୂଳକ ।




WWW. SOCIALNEWSODIA.INFO