01/05/2021


ଭୁବନେଶ୍ୱର 📌



EDITOR BY/- Srinibash Rout

ମେ’ ୧/୦୫/୨୦୨୧ ( ଶନିବାର )ରଠାରୁ ମେ’ ୧୫/୦୫/୨୦୨୧ (ଶନିବାର) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ୍ ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ସହିତ ବଟାନିକାଲ ଗାର୍ଡେନ । ଶୁକ୍ରବାର (୩୦/୦୫/୨୦୨୧) ଏ ସଂକ୍ରାନ୍ତରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅନେକ ପର୍ଯ୍ୟଟକ ପ୍ରତିଦିନ ନିଜ ପରିବାର ସହ ନନ୍ଦନକାନନ ବୁଲିବାକୁ ଆସନ୍ତି ।ତେଣୁ ସଂକ୍ରମଣ ବଢିବା ଆଶଙ୍କା କରି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଦୈନିକ ସଂକ୍ରମଣ। ଭାଇରସର ନୂଆ ମ୍ୟୁଟାଣ୍ଟ ଅଧିକ ଘାତକ ହୋଇଥିବା ବେଳେ ମୃତ୍ୟୁର ତାଣ୍ଡବ ରଚିଛି ଏହି ଅଦୃଶ୍ୟ ଭୂତାଣୁ।

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ରାଜଧାନୀରେ କରୋନା କାୟା ମେଲାଇ ଚାଲିଛି ।


WWW. SOCIALNEWSODIA.INFO