04/05/2021
ପିପିଲି/ପୁରୀ 📌
EDITOR BY/- Srinibash Rout
ମେ ୧୬ ତାରିଖରେ ହେବାର ଥିଲା ପିପିଲି ଉପନିର୍ବାଚନ ।୧୯ ତାରିଖରେ ଭୋଟ ଗଣତି କାର୍ଯ୍ୟକ୍ରମ ରହିଥିଲା। ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ ।ସ୍ଥିତି ସୁଧୁରିବା ପରେ ସାନି ତାରିଖ ଘୋଷଣା କରିବେ ବୋଲି କହିଛନ୍ତି ନିର୍ବାଚନ କମିଶନ ।ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ।
WWW. SOCIALNEWSODIA.INFO
0 Comments