19/05/2021


📌


EDITOR BY/- Srinibash Rout

ଆସନ୍ତା ୫ ଦିନ ମଧ୍ୟରେ ନୂଆ ବାତ୍ୟା ‘ୟଶ୍’ ଆସିବ ।ଏହି ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରପଦା ରେ ସ୍ଥଳ ଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା  ୨୩ରୁ ୨୫ ତାରିଖ ମଧ୍ୟରେ ‘ୟଶ୍’ ବଙ୍ଗୋପସାଗରରେ ପହଞ୍ଚିବ ।ତେବେ ଓଡିଶାରେ ସ୍ଥଳ ଭାଗ ଛୁଇଁବ ନାହିଁ ବୋଲି ଆକଳନ କରାଯାଉଛି ।ମାତ୍ର ଅମ୍ଫନ୍ ଠାରୁ ଅଧିକ ଶକ୍ତିଶାଳୀ ହେବ 'ୟଶ୍' ।ମେ ୨୨ ସୁଦ୍ଧା ୟସ ବଳ ଗୋଟାଇ ବାତ୍ୟାର ରୂପ ବୋଲି ଆକଳନ କରାଯାଉଛି ।ତେବେ ଗୋଟିଏ ବାତ୍ୟାର କ୍ଷୟକ୍ଷତି ଆକଳନ ହୋଇନଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା  ।



 WWW.SOCIALNEWSODIA.INFO