17/05/2021
📌
EDITOR BY/- Srinibash Rout
ଫିଲ୍ମ ଓ ଟେଲିଭିଜନ ସିରିଏଲ ପାଇଁ ଇନ୍ ଡୋର ଓ ଆଉଟ୍ ଡୋର ସୁଟିଂ ପାଇଁ ଅନୁମତି ନାହିଁ ବୋଲି ସଂଶୋଧିତ ନିର୍ଦ୍ଦେଶନାମା ଜାରି ।ଫିଲ୍ମ ଓ ଟେଲିଭିଜନ ସିରିଏଲ୍ ପାଇଁ ଇନ୍ ଡୋର ଓ ଆଉଟ୍ ଡୋର ସୁଟିଂ ଉପରେ ରୋକ୍ ଲଗାଇ ଦେଲେ ଏସଆରସି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ମଇ ୦୧ ତାରିଖରେ ପ୍ରକାଶିତ ନିର୍ଦ୍ଦେଶନାମାରେ ରବିବାର (୧୬/୦୫/୨୦୨୧) ଆଂଶିକ ସଂଶୋଧନ କରାଯାଇ ଫିଲ୍ମ ଓ ଟେଲିଭିଜନ ସିରିଏଲ ପାଇଁ ଇନ୍ ଡୋର ଓ ଆଉଟ୍ ଡୋର ସୁଟିଂ ପାଇଁ ଅନୁମତି ନାହିଁ ବୋଲି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ରାଜ୍ୟରେ ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ସଂକ୍ରମଣ ଚେନ୍ ଭାଙ୍ଗିବା ମୂଳ ଲକ୍ଷ୍ୟ ।
WWW. SOCIALNEWSODIA.INFO
0 Comments