02/05/2021


ନୂଆଦିଲ୍ଲୀ📌


EDITOR BY/- Srinibash Rout

ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଡେପୁଟି ଗଭର୍ଣ୍ଣର ଭାବରେ ଟି. ରବି ଶଙ୍କର ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ପୂର୍ବରୁ ରବି ଶଙ୍କର ଭାରତ ସରକାରଙ୍କ ଅନେକ ଆର୍ଥିକ କମିଟିର ସଦସ୍ୟ ଥିବା ସହିତ ସେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଋଣ ପରିଚାଳନା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଭାର ମଧ୍ୟ ସମ୍ଭାଳି ଆସିଛନ୍ତି। ଟି. ରବିଶଙ୍କର ବନାରସ ହିନ୍ଦୁ ୟୁନିଭରସିଟିରୁ ବିଜ୍ଞାନ ଏବଂ ପରିସଂଖ୍ୟାନରେରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ୧୯୯୦ ମସିହାରେ ସେଣ୍ଟ୍ରାଲ ବ୍ୟାଙ୍କରେ ପ୍ରଥମେ ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।ସେ ଏହି ପଦବୀରେ ଆସନ୍ତା ୩ ବର୍ଷ ଯାଏଁ କାର୍ଯ୍ୟ କରିବେ ।ପୂର୍ବରୁ ଆରବିଆଇର କାର୍ଯ୍ୟକାରୀ ନିର୍ଦେଶକ ଥିବା ଟି. ରବିଶଙ୍କରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪ର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ଦାୟିତ୍ବ ଦିଆଯାଇଛି ।



WWW. SOCIALNEWSODIA.INFO