21/05/2021
କଟକ 📌
CHIEF REPORTER & EDITOR BY/- Srinibash Rout
ହ୍ୟୁମାନ୍ ସାଗରଙ୍କ ବାପା ରବିଚନ୍ଦ୍ର ସାଗରଙ୍କ ୬୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଗୁରୁବାର (୨୦/୦୫/୨୦୨୧) ସକାଳେ ତାଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି ।ତାଙ୍କ ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବଂ ଅହୁରି ଅନେକ କଳାକାରମାନେ ଗଭୀର ଶୋକପ୍ରକାଶ କରିଛନ୍ତି ।ରବିିଚନ୍ଦ୍ର ଜଣେ ଆଦର୍ଶ ଶିକ୍ଷକ ଭାବେ ପିଲାଙ୍କ ନିକଟରେ ବେଶ୍ ପରିଚିତ ଥିଲେ । ଏହା ବ୍ୟତୀତ ସେ ସମାଜସେବା କ୍ଷେତ୍ରରେ ମଧ୍ୟ ବେଶ୍ ସକ୍ରିୟ ଥିଲେ ।୬୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବାପା ରବିଚନ୍ଦ୍ର ସାଗର ।
WWW.SOCIALNEWSODIA.INFO
0 Comments