20/05/2021


ପୁରୀ 🛕


EDITOR BY/- Srinibash Rout

କୋଭିଡ କଟକଣା ମଧ୍ୟରେ ରଥଖଳାରେ କାର୍ଯ୍ୟ କରୁଥିବା ମହାରଣାଙ୍କ ମଧ୍ୟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ବୁଧବାର (୧୯/୦୫/୨୦୨୧) ଅପରାହ୍ନରେ ।ପଜିଟିଭ ଚିହ୍ନଟ ହୋଇଥିବ ୨ ଜଣ ମହାରଣା ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ୨ ମହାରାଣାଙ୍କୁ ଆଇସୋଲେସନରେ ରଖାଯାଇ ତାଙ୍କ ଚିକିତ୍ସା ଚାଲିଛି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଖଳା ଚଳଚଞ୍ଚଳ ଥିବା ବେଳେ ଆସିଛି ଏଭଳି ଏକ ଆତଙ୍କିତ ଖବର। ସତର୍କ ସଚେତନ ଜରୁରୀ। ଦୁଇ ଗଜ ଦୂରୀ ନିହାତି ହେ ଜରୁରୀ।



WWW. SOCIALNEWSODIA.INFO