21/05/2021
📌
EDITOR BY/- Srinibash Rout
୧୨ଦିନ ତଳେ କରୋନାରେ ସଂକ୍ରମିତ ହେଇ ପ୍ରଥମେ ( ବାପା ) କ୍ଷାତନାମା ଭାସ୍କର୍ଯ୍ୟଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ବାପାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ପଛେ ପଛେ ତାଙ୍କର ଦୁଇ ପୁଅ ବି ସାଥୀ ହୋଇ ଆର ପାରିକୁ ଚାଲି ଯାଇଛନ୍ତି ।
ବୁଧବାର (୧୯/୦୫/୨୦୨୧) ତାଙ୍କର ସାନ ପୁଅ ତଥା ପୁର୍ବତନ ଓଡିଶା ରଣଜୀ ଖେଳାଳି ପ୍ରସାନ୍ତ ମହାପାତ୍ରଙ୍କର ମୃତ୍ୟୁ ପରେ ଗୁରୁବାର (୨୦/୦୫/୨୦୨୧) ସେମାନଙ୍କ ପଛେପଛେ ରଘୁନାଥଙ୍କର ବଡ଼ପୁଅ ଯଶୋବନ୍ତ ମହାପାତ୍ର ବି କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି ।ରଘୁନାଥଙ୍କ ପରିବାରକୁ ଉଚ୍ଛନ୍ନ କରିଦେଲା_କରୋନା ।
WWW.SOCIALNEWSODIA.INFO
0 Comments