17/05/2021



କୋଲକାତା📌


EDITOR BY/- Srinibash Rout

କରୋନାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀ ।ଗତ ଏକମାସ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ମେଡ଼ିକୋ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର (୧୪/୦୫/୨୦୨୧) ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ହସ୍ପିଟାଲ ଅଧ୍ୟକ୍ଷ ଡ. ଆଲୋକ ରାୟ ସୂଚନା ଦେଇଛନ୍ତି। ସାନ ଭାଇ ଅସୀମଙ୍କ ମୃତ୍ୟୁ ଘଟଣାପରେ ମମତା ଓ ତାଙ୍କ ପରିବାରରେ ଶୋକାର ଛାୟା ଖେଳି ଯାଇଛି| 



WWW. SOCIALNEWSODIA.INFO