।
14/05/2021
ବଲାଙ୍ଗୀର 📌
EDITOR BY/- Srinibash Rout
ବଲାଙ୍ଗିର ଜିଲ୍ଲାକୁ ୨କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ Naveen Patnaik ।ସୂଚନାଯୋଗ୍ୟ ଯେ କୋଭିଡ଼ର ପ୍ରଥମ ଲହରରେ ଗତବର୍ଷ ବିଭିନ୍ନ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ୧୨କୋଟି ଟଙ୍କା ମଞ୍ଜୁର କରିଥିଲେ ।କୋଭିଡ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ପୁଣି ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗୁରୁବାର (୧୩/୦୫/୨୦୨୧) ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
WWW. SOCIALNEWSODIA.INFO
0 Comments