22/05/2021


କଟକ 📌


CHIEF REPORTER & EDITOR/- Srinibash Rout

କଟକ ସହରର ବାଦାମବାଡି ଥାନା ଅଞ୍ଚଳରେ ଥିବା ଏକ ବେଆଇନ ଗୁଟଖା ଗୋଦାମରେ ଚଢ଼ାଉ କଲା ପୋଲିସ। ପୁରୀ ବସଷ୍ଟାଣ୍ଡ ପଛପଟେ ବେଧଡକ ଚାଲିଥିଲା ଏହି ନକଲି ଗୁଟଖା ବ୍ୟବସାୟ । ଶନିବାର (୨୨/୦୫/୨୦୨୧) ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ସି.ଏମ୍. ସି ଅଧିକାରୀ ମାନଙ୍କ ସହ ମିଶି ଅତର୍କିତ ଚଢ଼ାଉ କରିଥିଲ ଏହି ନକଲି ଗୋଦାମ ଉପରେ। ମୋଟ ୧୩୬ ବସ୍ତା ନକଲି ଗୁଟଖା ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୩୩ ଲକ୍ଷ ଟଙ୍କା ଅନୁମାନ କରାଯାଉଛି। ଏହି ଘଟଣାରେ ଜଣେ ଅଟକ ଥିବା କହିଛନ୍ତି ବାଦାମ ବାଡ଼ି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର।



WWW.SOCIALNEWSODIA.INFO