03/05/2021
ଭୁବନେଶ୍ୱର 📌
EDITOR BY/- Srinibash Rout
ତୃତୀୟ ଥର ମମତା ପୁଣି କ୍ଷମତାକୁ ଫେରିଥିବା ବେଳେ ତାଙ୍କ ନେତୃତ୍ୱରେ ରାଜ୍ୟ ବିକାଶର ନୂଆ ଉଚ୍ଚତାକୁ ଛୁଇଁବ ବୋଲି ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ବାର୍ତ୍ତାରେ ଦର୍ଶାଇଛନ୍ତି ।ବୃହତ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ ।୨୯୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଏକାକୀ ୨୧୦ରୁ ଅଧିକ ଆସନ ପୋଛି ନେଇଛି । ବିଜେପି ଦୁଇ ଅଙ୍କ ଭିତରେ ସୀମିତ ରହିଗଲା । ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଟିଏମସି ଡବଲ୍ ସେଞ୍ଚୁରୀ ମାରିଛି । ଲଗାତାର ତୃତୀୟ ଥର ରାଜ୍ୟରେ ସରକାର କରିବ ଟିଏମସି ।
WWW. SOCIALNEWSODIA.INFO
0 Comments