03/05/2021


କେନ୍ଦୁଝର 📌


EDITOR BY/- 

ହୁ ହୁ ହୋଇ ଜଳିଗଲା ଗଛ। ବଜ୍ରପାତରେ ମହୁଲ ଗଛ ଜଲିଲା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀ କାପୁଡି ଅଞ୍ଚଳରେ ରବିବାର (୦୨/୦୫/୨୦୨୧)ଅପରାହ୍ଣରେ କାଳବୈଶାଖୀ ପ୍ରଭାବ ଯୋଗୁ ବର୍ଷା ସହିତ ବଜ୍ରପାତ ହୋଇଥିଲା। ବୁଢୀକାପୁଡ଼ି ଗ୍ରାମର ମହାନ୍ତ ସାହି ନିକଟ ଶାଳ ଜଙ୍ଗଲ ପଡିଆରେ ଥିବା ଗ୍ରାମର ଲକ୍ଷ୍ମୀଧର ମହାନ୍ତ ଏକ କଞ୍ଚା ମହୁଲ ଗଛ ଉପରେ ବଜ୍ରପାତ ହେବାରୁ ଗଛ ଟି ଜଳି ଯାଇଛି। ଗଛଟି ଜଳିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛି। ତେବେ ଗଛ ନିକଟରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।



WWW.SOCIALNEWSODIA.INFO