19/05/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ନକଲି ଆଇକାର୍ଡ ବେପାରୀ ରାଜଧାନୀ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଡ଼ମଣା ଅଞ୍ଚଳରୁ ଗିରଫ ।କଟକଣାର ଫାଇଦା ନେଇ ଯୋଗାଇ ଦେଉଥିଲେ ନକଲି ଆଇକାର୍ଡ ।୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ନକଲି ଆଇକାର୍ଡ ଜବତ୍ । ମଙ୍ଗଳବାର (୧୮/୦୫/୨୦୨୧) କମିଶନରେଟ୍ ପୋଲିସ୍ ପକ୍ଷରୁ ଆକସ୍ମିକ ଭାବେ ଏହି ଚଢ଼ାଉ କରାଯାଇଥିଲା ।ନକଲି ପରିଚୟ ପତ୍ର ଦେଖାଇ ସହର ସାରା ଘୂରି ବୁଲୁଛନ୍ତି ଅମାନିଆ ।ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ସଂକ୍ରମଣ ଚେକ୍ ଭାଙ୍ଗିବା ପାଇଁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି ।ଅମାନିଆ ମାନୁନଥିବାରୁ ପୋଲିସ୍ ପକ୍ଷରୁ ପାସ୍ ବ୍ୟବସ୍ଥା କରାଯାଇଛି ।ହେଲେ ଏହି ସମୟରେ ନକଲି ପାସ୍ ତିଆରି କରି ଲୋକଙ୍କ ଠାରୁ ପଇସା ଆଦାୟ କରୁଥିଲା ଅଭିଯୁକ୍ତ ।ଲକଡାଉନ ସଟଡାଉନ ସମୟରେ ଅମାନିଆଙ୍କୁ ବାହାରେ ବୁଲିବାକୁ ୨୦୦ ରୁ ୩୦୦ ଟଙ୍କାରେ ଆଇକାର୍ଡ ଯୋଗେଇ ଦେଉଥିଲେ ଏହି ଅଭିଯୁକ୍ତ। 



WWW. SOCIALNEWSODIA.INFO