26/05/2021


ପଶ୍ଚିମବଙ୍ଗର📌


EDITOR BY/- Srinibash Rout

୭୭ ବର୍ଷ ବୟସ୍କ ସିପିଆଇ (ଏମ) ନେତା ଗତ ସପ୍ତାହରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ମଙ୍ଗଳବାର (୨୫/୦୫/୨୦୨୧) ଦିନ ତାଙ୍କୁ କୋଲକାତାସ୍ଥିତ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।



WWW. SOCIALNEWSODIA.INFO