09/05/2021
କଟକ 📌
CHIEF REPORTER & EDITOR/- Srinibash Rout
କୋଭିଡ ସଂପର୍କିତ ସୂଚନା ଦେବା ଅବସରରେ ଶନିବାର (୮/୦୫/୨୦୨୧) କଟକ ମହାନଗର ନିଗମ (ସିଏମ୍ସି) କମିସନର ଅନନ୍ୟା ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଂଜ ମେଡ଼ିକାଲ୍ କଲେଜରେ ଆଗାମୀ ଦିନରେ ଆହୁରି ୧୦୦ ବେଡ୍ ବଢ଼ିବ । ଏଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚ୍ଡିୟୁ ରହିବ । ଏସ୍ସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩୦୦ ଆଇସିୟୁ ଅଛି । ଏହା ସହିତ ଯେଉଁମାନେ କରୋନା ସଂକ୍ରମିତ ହୋଇ ଘରେ ଆଇସୋଲେସନରେ ରହୁଛନ୍ତି ସେମାନଙ୍କ ପାଇଁ ଏବଂ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ମାନେ ସିଏମସି ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୭୦୭୭୭୫୫୫୫୫ ଏବଂ ୧୮୦୦୩୪୫୮୨୮୯କୁ କଲ୍ କରି ଜଣାଇପାରିବେ।
WWW.SOCIALNEWSODIA.INFO
0 Comments