24/05/2021


 କଟକ📌



CHIEF REPORTER & EDITOR/- Srinibash Rout

କରୋନା ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଥିଲେ ମନ୍ତ୍ରୀ ପ୍ରତାପ ଜେନା। ୧୮ ଦିନ ହସ୍ପିଟାଲରେ ମହା ସଂଘର୍ଷ କରି ଶେଷରେ ରବିବାର (୨୩/୦୪/୨୦୨୧)ସୁସ୍ଥ ହୋଇ ଫେରିଛନ୍ତି ଘରକୁ। କରୋନା ଭାଇରସ ମହାମାରୀ କବଳରୁ ରକ୍ଷା ପାଇବା ପରେ କହିଲେ ପ୍ରଭୁ ଭଗବାନଙ୍କ ଆଶିର୍ବାଦ ଓ ଡ଼ାକ୍ତରଙ୍କୁ ଜଣାଇଲେ ଧନ୍ୟବାଦ। ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।


WWW. SOCIALNEWSODIA.INFO