07/05/2021
ଭୁବନେଶ୍ୱର 📌
EDITOR BY/- Srinibash Rout
କରୋନା ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର (୬/୦୪/୨୦୨୧) ଅପରାହ୍ନରେ ମଞ୍ଜୁର କରିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ମଞ୍ଜୁର କରିଛନ୍ତି ନବୀନ ପଟ୍ଟନାୟକ। ଏପରି ସ୍ଥିତିରେ Covid-19 ପରିଚାଳନା ପ୍ରତି ଧ୍ୟାନ ଦେଇଛନ୍ତି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୩ ଜିଲ୍ଲା ମଧ୍ୟରେ ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି , ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଏସମସ୍ତ ଟଙ୍କା Covid-19 ପରିଚାଳନାରେ ଖର୍ଚ୍ଚ ହେବ।
WWW. SOCIALNEWSODIA.INFO
0 Comments