29/05/2021


ଅନୁଗୁଳ 📌


EDITOR BY/- Srinibash Rout

ଜୀବନ ଯୋଦ୍ଧ ରେ ହାରିଗଲେ ଯୁବ ସାମ୍ବାଦିକ ରଘୁନାଥ ସାହୁ। ସାମ୍ବାଦିକ ରଘୁନାଥ ସାହୁ ଙ୍କର ଚିକିତ୍ସାଧୀନ ଅବସ୍ଥାରେ ସମ ହସ୍ପିଟାଲରେ ଦେହାନ୍ତ ହୋଇ ଯାଇଛି। ରଘୁନାଥ  ଗତ କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଶୁକ୍ରବାର (୨୮/୦୫/୨୦୨୧) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ହୋଇଥିଲା । ତାଙ୍କ ଆକସ୍ମିକ ବିୟୋଗ ପରେ ସାମ୍ବାଦିକ  ଜଗତରେ ଏବଂ ତାଙ୍କ ଜନ୍ମ ସ୍ଥାନ ଟାଇଁସି ରେ ଶୋକର ଛାୟା ଖେଳିଯାଇଛି । ଅନୁଗୋଳ ଜିଲ୍ଲାର ଆଗ ଧାଡିର ଜଣେ ବରିଷ୍ଠ ସାମ୍ବାଦିକ ଥିଲେ ରଘୁନାଥ ସାହୁ ।



WWW. SOCIALNEWSODIA.INFO