07/05/2021


ନୂଆଦିଲ୍ଲୀ 📌


EDITOR BY/- Srinibash Rout

୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ଦର ୪୫.୫୦ ଟଙ୍କା ହ୍ରାସ ପାଇଛି । କରୋନା ସମୟରେ ଗ୍ରାହାକଙ୍କୁ ବଡ଼ ରିହାତି ।କିନ୍ତୁ ଏହାଯୋଗୁ ସାଧାରଣ ଜନତାଙ୍କୁ କୌଣସି ଉପଶମ ମିଳିବ ନାହିଁ । ଛୋଟ ଦୋକାନୀ ଏବଂ ହୋଟେଲ ମାଲିକମାନେ ଏହାଦ୍ୱାରା ଉପକୃତ ହେବେ ।ସ୍ୱରୂପ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ L.P.G ସିଲିଣ୍ଡର ଦାମ ହ୍ରାସ କରାଇଛନ୍ତି ।ଏବେ ଦିଲ୍ଲୀରେ ଏହି ସିଲିଣ୍ଡର ପିଛା ମୂଲ୍ୟ ୧,୫୯୫.୫୦ ଟଙ୍କାକୁ  ହ୍ରାସ ପାଇଥିବା ବେଳେ ମୁମ୍ୱାଇରେ ଏହା ୧,୫୪୫ ଟଙ୍କା ହୋଇଛି । ଦୈନନ୍ଦିନ ଘରୋଇ ଉପଯୋଗ ଗ୍ୟାସ ସିଲିଣ୍ଡର ।


WWW. SOCIALNEWSODIA.INFO