7/06/2021


ଭୁବନେଶ୍ୱର 📌


EDITOR BY/- Srinibash Rout

ଭୁବନେଶ୍ୱର C.R.P.F ଗ୍ରୁପ ସେଣ୍ଟରର D.I.G ଥିଲେ ସୁନୀଲ କୁୁମାର ପାର୍ଥ ।୫୪ ବର୍ଷ ବୟସରେ କରୋନାରେ ଗୁରୁବାର (୬/୦୫/୨୦୨୧) ଦେହାନ୍ତ ହୋଇଛି ।କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ଏପ୍ରିଲ୍ ୨୭ ତାରିଖରେ ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ୱର C.R.P.Fରେ ଏ ପର୍ଯ୍ୟନ୍ତ କରୋନାରେ କାହାର ମୃତ୍ୟୁ ଘଟି ନ ଥିଲା। ଏହା ପ୍ରଥମ ଘଟଣା। ସୁନୀଲ କୁମାର ପାର୍ଥଙ୍କ ମୃତ୍ୟୁରେ କ୍ୟାମ୍ପସରେ ଶୋକର ଛାୟା ଖେଳିଯାଇଛି।  



WWW. SOCIALNEWSODIA.INFO