06/05/2021
ଭଦ୍ରକ📌
EDITOR BY/- Srinibash Rout
ଚୋରା ବନ୍ଧୁକ ବେପାରୀ ଗିରଫ। ୨ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି ବୁଧବାର (୦୫/୦୫/୨୦୨୧) ଅପରାହ୍ନରେ। କ୍ରାଇମବ୍ରାଞ୍ଚ ଏସଟିଏଫ POLICE ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକର ରଣିତାଲ ଅଞ୍ଚଳରେ ଚଢ଼ାଉ କରି ଗିରଫ କରିଛନ୍ତି ଏହି ୨ ଜଣ ଚୋରା ଆନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କୁ ।୨ ଅଭିଯୁକ୍ତ ହେଲେ ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ୱର ଜିଲା ଶ୍ରୀକୃଷ୍ଣପୁର ଗ୍ରାମର ବିଶ୍ୱନାଥ ବିଶୋୟୀ ।ଏଥିସହିତ ସେମାନଙ୍କ ନିକଟରୁ ୫ଟି ୭ଏମଏମ ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଅଫୁଟା ଗୁଳି ଏସଟିଏଫ ଜବତ କରିଛି । ଏସଟିଏଫ POLICE ସେମାନଙ୍କ ବିରୋଧରେ ବନ୍ଧୁକ ଚୋରା ଚାଲାଣ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହିତ ତଦନ୍ତ ଜାରି ରଖିଥିବା ସୂଚନା।
WWW. SOCIALNEWSODIA.INFO
0 Comments